Jump to content

କୁପୂଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁପୂୟ
ଉଚ୍ଚାରଣ: Kupūya
(କୁପୂୟା—ସ୍ତ୍ରୀ)

ସଂ. ବିଣ. ପୁଂ. (କୁ=କୁତ୍ସିତ+ପୂୟ ଧାତୁ=ଭାଗ କରିବା; ଚଳିବା+କର୍ତ୍ତୃ. ଅ) —

୧: ହୀନ; ନୀଚ — ୧. Low; mean.

୨: କୁତ୍ସିତ —୨. Ugly.

୩: ଘୃଣ୍ୟ; ହେୟ —୩. Despised; despicable.

୪: ନିନ୍ଦିତ —୪. Blameworthy.