କୁପ୍ଯଶାଳା
ଦେଖଣା
କୁପ୍ୟଶାଳା —
ଉଚ୍ଚାରଣ: Kupyaṡāḻā
ସଂ. ବି. (୬: ଷ୍ଠୀ ତତ୍; କୁପ୍ୟ+ଶାଳା) —
୧: ପିତ୍ତଳ କଂସାଆଦି ତିଆରି ହେବା କାରଖାନା — ୧. A braziery.
୨: କଂସାରି ଦୋକାନ —୨. A shot of brass-wares.
କୁପ୍ୟଶାଳା —
ଉଚ୍ଚାରଣ: Kupyaṡāḻā
ସଂ. ବି. (୬: ଷ୍ଠୀ ତତ୍; କୁପ୍ୟ+ଶାଳା) —
୧: ପିତ୍ତଳ କଂସାଆଦି ତିଆରି ହେବା କାରଖାନା — ୧. A braziery.
୨: କଂସାରି ଦୋକାନ —୨. A shot of brass-wares.