Jump to content

କୁପ୍ କୁପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁପ୍ କୁପ୍
ଉଚ୍ଚାରଣ: Kup kup

ଦେ. ଅ —

ମୁହଁକୁ ଛୋଟ କରି ପାକୁ ପାକୁ କରିବା — To open and shut the lips slightly; to pout the lips slightly.

ଦେ. ବିଣ —

ମୁହଁକୁ ଛୋଟ କରି ପାକୁ ପାକୁ କରୁଥିବା — Slightly opening and shutting the lips.