କୁବକ୍ତା
ଦେଖଣା
କୁବକ୍ତା —
ଉଚ୍ଚାରଣ: Kubktā
ସଂ. ବିଣ. ପୁଂ. (କର୍ମଧା; କୁ+ବକ୍ତା) —
୧: ଅଯୋଗ୍ୟ ବକ୍ତା — ୧. Speaking badly.
୨: ଯେ ମୁହଁରେ ମନ୍ଦ କଥା କହେ —୨. Scurrilous.
ସଂ. ବି. ପୁଂ —
ବକ୍ତୃତା କରିବାରେ ଅଯୋଗ୍ୟ ବ୍ୟକ୍ତି — A bad speaker.
କୁବକ୍ତା —
ଉଚ୍ଚାରଣ: Kubktā
ସଂ. ବିଣ. ପୁଂ. (କର୍ମଧା; କୁ+ବକ୍ତା) —
୧: ଅଯୋଗ୍ୟ ବକ୍ତା — ୧. Speaking badly.
୨: ଯେ ମୁହଁରେ ମନ୍ଦ କଥା କହେ —୨. Scurrilous.
ସଂ. ବି. ପୁଂ —
ବକ୍ତୃତା କରିବାରେ ଅଯୋଗ୍ୟ ବ୍ୟକ୍ତି — A bad speaker.