Jump to content

କୁବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବର
ଉଚ୍ଚାରଣ: Kubara

ସଂ. ବିଣ —

କଷା —Astringent in favour (M.W.)

ସଂ. ବି —

ତୁବର (ଦେଖ) Tubara (See)

ଦେ. ବି —

କୁବେର (ଦେଖ) Kubera (See)

କୁବର ବରୁଣ ପବନ ଆଦି ସକଳ ସୁରଗଣ ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ