କୁବଳ
ଦେଖଣା
କୁବଳ —
ଉଚ୍ଚାରଣ: Kubaḻa
ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) —
୧: କୁମୁଦ; କଇଁ —୧. Water-lily.
୨: ମୁକ୍ତା —୨. Pearl.
୩: ଜଳ —୩. Water.
୪: ସର୍ପର ଗର୍ତ୍ତ —୪. Belly of a serpent.
୫: ବରକୋଳି (ଗଛ ଓ କୋଳି) — ୫. The Jujube (tree and berry).
କାଳେ ହୋଇଥିଲା ଏକ କୁବଳ ପରାଯେ ଘନକୃଷ୍ଣ. ରସକଲ୍ଲୋଳ
୬: ଡାଳିମ୍ବ —୬. Pomegranate.
(କୁବଳା—ସ୍ତ୍ରୀ)
ସଂ. ବିଣ. ପୁଂ —
ଅଳ୍ପ—ବଳଯୁକ୍ତ — Of very little strength.