କୁବଳଯ
ଦେଖଣା
କୁବଳୟ —
ଉଚ୍ଚାରଣ: Kubaḻaya
ସଂ. ବି. (କୁ+ବଳୟ; ପୃଥିବୀ ବଳୟ ଅର୍ଥାତ୍ ଭୂଷଣସ୍ବରୂପ) —
୧: ନୀଳକଇଁ; ନୀଳପଦ୍ମ — ୧. The white lotus; blue water-lily.
୨: କଇଁ —୨. Water-lily.
୩: ପୃଥିବୀ —୩. The earth.
୪: ସମୁଦ୍ର —୪. The sea.
କୁବଳୟ ସଙ୍ଗ ପାଇବା ପାଇଁ କେତେ ମାର୍ଗରେ ନଦୀମାନେ ଯାଇଁ ଦୀନକୃଷ୍ଣ. ରସକଲ୍ଲୋଳ