Jump to content

କୁବଳଯଫଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବଳୟଫଳ
ଉଚ୍ଚାରଣ: Kubaḻayaphaḻa

ସଂ. ବି. (୬: ଷ୍ଠୀ ତତ୍; ରୂପକ; କୁବଳୟ=ସମୁଦ୍ରର, ଫଳସ୍ବରୁପ) —

ମୁକ୍ତା —Pearl.

କୁବଳୟ ଫଳ ମଣ୍ଡୁଥିବ ଶୁଭକାସେ—ଭଞ୍ଜ. ପ୍ରେମସୁଧାନିଧି