କୁବଳଯା
ଦେଖଣା
କୁବଳୟା —
ଉଚ୍ଚାରଣ: Kubaḻayā
ସଂ. ବି. (ସଜ୍ଞା) —
ଦାକ୍ଷିଣାତ୍ୟର ପର୍ବତବିଶେଷରେ (ଏହିଠାରେ ଥାଇ ହନୁମାନ ଦେଖିଥିଲେ ଯେ ରାବଣ ରଥରେ ବସାଇ ଜଣେ ଗୋରୁଦ୍ୟମାନା ସ୍ତ୍ରୀକୁ ନେଇ ୟାଉଥିଲା) — The name of a mountain where Hunumāna saw Sītā being carried away by Rābaṇa.
ଦେ. ବି. (କୁବଳୟାପୀଡ଼) —
କଂସର ହସ୍ତୀ — Name of Kaṁsa's elephant (slain by Ṡrīkṛushṇa)
[ଦ୍ର—ଏ ଗୋଟିଏ ଦୌତ୍ୟ, ହସ୍ତୀରୂପ ଧରି କଂସର ବାହାନ ହୋଇଥିଲା, କଂସର ଆଦେଶରେ ଏ ରଙ୍ଗସଭାରେ ଶ୍ରୀକୃଷ୍ଣଙ୍କୁ ଆକ୍ରମଣ କରିବାରୁ ଶ୍ରୀକୃଷ୍ଣ ଏହାର ଦାନ୍ତକୁ ଓପାଡ଼ି ଏହାକୁ ମାରି ପକାଇ ଥିଲେ]