କୁବଳୟାପୀଡ଼
ଦେଖଣା
(କୁବଳଯାପୀଡ଼ରୁ ଲେଉଟି ଆସିଛି)
କୁବଳୟାପୀଡ଼ —
ଉଚ୍ଚାରଣ: Kubaḻayāpīṟḍ̠a
ସଂ. ବିଣ. (ବହୁବ୍ରୀହି; କୁବଳୟ+ଆପୀଡ଼=ଶିରୋ— ଭୂଷଣ) —
ଯେ ମୁଣ୍ଡରେ ନୀଳୋତ୍ପଳ ପରିଧାନ କରେ —Wearing a blue lily on the head.
ବି. (ସଂଜ୍ଞା) —
କଂସାସୁରର ହସ୍ତୀରୂପୀ ଦୌତ୍ୟବିଶେଷ; କୁବଳୟା ହସ୍ତୀ — Name of the elephant belonging to Kaṁsa.