Jump to content

କୁବଳଯିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବଳୟିତ
ଉଚ୍ଚାରଣ: Kubaḻaytia

ସଂ. ବି. (କୁବଳୟ=ପଦ୍ମ+ସଂଜାତାର୍ଥେ. ଇତ) —

କୁମୁଦଦ୍ବାରା ମଣ୍ଡିତ ବା ଅଳଙ୍କୃତ — Decorated with water-lilies.

ବାତାୟନ ହେଲା ଲଳନା—ଲୋଚନେ କୁବଳୟିତ—ରାଧାନାଥ ଉଷା