Jump to content

କୁବଳାଶ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବଳାଶ୍ବ
ଉଚ୍ଚାରଣ: Kubaḻāṡwa

ସଂ. ବି. —

ଇକ୍ଷ୍ବାକୁ ବଂଶର ରାଜା; ଧୁନ୍ଦୁମାର ରାଜା — A name of king Dhundumāra.

ଇକ୍ଷ୍ବାକୁବଂଶେ କୁବଳାଶ୍ବ ରାଜା ହେଲେ—କୃଷ୍ଣସିଂହ. ମହାଭାରତ