Jump to content

କୁବାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବାଦ
ଉଚ୍ଚାରଣ: Kubāda

ସଂ. ବିଣ. (କୁ=ମନ୍ଦ+ବଦ୍ ଧାତୁ=କହିବା+କତ୍ତୃ. ଅ) —

୧: ନିନ୍ଦୁକ; ଦୋଷପ୍ରଦର୍ଶକ — ୧. Censorious; datracting.

୨: ନୀଚ; ହୀନ —୨. Low; vile.

ସଂ. ବି. (+ ଭାବ. ଅ) —

ଦୁର୍ନାମ —Blame.

ନିତ୍ଯେ କୁବାଦ ମୋତେ ଦ୍ୟନ୍ତି— ପ୍ରାଚୀ, ୟଶୋବନ୍ତ, ପ୍ରେମଭକ୍ତିବ୍ରହ୍ମଗୀତା