Jump to content

କୁବୁଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବୁଜା
ଉଚ୍ଚାରଣ: Kubujā
কুঁজো कुबड़ा

ଦେ. ବିଣ. ପୁଂ —

କୁବ୍ଜା; କୁଜ୍ଜା — Hump-backed (male).

ବି. ସ୍ତ୍ରୀ —

କୁବୁଜୀ; ମଥୁରାର ଜଣେ କୁଜୀ ଯୁବତୀ — Name of a young female humpbacked attendant of kaṁsa.

[ଦ୍ର—ଏ କଂସର ବେଶକାରିଣୀ ଦାସୀ ଥିଲା ଶ୍ରୀକୃଷ୍ଣ ରଙ୍ଗ— ସଭାକୁ ଯିବା ସମୟରେ ଏ ଶ୍ରୀକୃଷ୍ଣ ବେଶ କରି ତାଙ୍କ ପ୍ରଣୟାର୍ଥିନୀ ହେବାରୁ ସେ ଏହା ସଙ୍ଗେ ପ୍ରଣୟ କରି ଏହାକୁ ସୁରୂପ ଓ ୟୌବନ ଓ ଶେଷରେ ସଦ୍ଗତି ପ୍ରଦାନ କଲେ]

ଦେ. ବି —

ଛୋଟ ଝାଞ୍ଜ —A pair of small cymbals.