କୁବୁଦ୍ଧି
ଦେଖଣା
କୁବୁଦ୍ଧି —
ଉଚ୍ଚାରଣ: Kubuddhi
ସଂ. ବି. (କର୍ମଧା; କୁ+ବୁଦ୍ଧି) —
ମନ୍ଦବୁଦ୍ଧି — Perversed understanding; tendency to evil-ways.
ସଂ. ବିଣ. (ବହୁବ୍ରୀହି) —
୧: ମନ୍ଦବୁଦ୍ଧିବିଶିଷ୍ଟ — ୧. Of misdirected will or intellect.
୨: ଖଳବୁଦ୍ଧିଯୁକ୍ତା —୨. Wickedly disposed.
୩: ନିର୍ବୋଧ —୩. Stupid.