କୁବେଣୀ
ଦେଖଣା
କୁବେଣୀ —
ଉଚ୍ଚାରଣ: Kubeṇī
ସଂ. ବି. (କୁ+ବେଣୀ) —
୧: ଖାଳୋଇ —୧. A basket for holding fish caught; a fish basket.
୨: (କର୍ମଧା)—ଅସୁନ୍ଦରରୂପେ ବନ୍ଧା ହୋଇଥିବା ବେଣୀ — ୨. A badly braided tress of hair.
୩: (ବହୁବ୍ରୀହି) କୃତ୍ସିତବେଣୀବିଶିଷ୍ଟା ସ୍ତ୍ରୀ — ୩. A woman with her hair badly braided.