Jump to content

କୁବେଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବେଳ
ଉଚ୍ଚାରଣ: Kubeḻa
কুবেলা

ସଂ. ବି. (କୁ=ପୃଥିବୀ+ବେଳ=ଚଞ୍ଚଳ ହେବା+କର୍ତ୍ତୃ. ଅ) —

କୁବଳୟ; ପଦ୍ମ —Lotus.

ଦେ. ବି. (ସଂ. କୁବେଳା) —

ମନ୍ଦ ସମୟ —Bad time.