Jump to content

କୁବେଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବେଳା
ଉଚ୍ଚାରଣ: Kubeḻā

ସଂ. ବି. (କର୍ମଧା କୁ+ ବେଳା) —

୧: ମନ୍ଦ ସମୟ — ୧. Bad time.

୨: ଅଶୁଭ ମୁହୂର୍ତ୍ତ — ୨. Inauspicious moment.