କୁବ୍ଜ
ଦେଖଣା
କୁବ୍ଜ —
ଉଚ୍ଚାରଣ: Kubja
(କୁବ୍ଜା—ସ୍ତ୍ରୀ)
(ନ୍ଯୁନ୍ନ—ବିପରୀତ)
ସଂ. ବିଣ. ପୁଂ. (କୁ=ଇଷତ୍+ଉବ୍ଜ=ଋଜୁ ହେବା+ଭାବ. ଅ) —
୧: ଉପର ଆଡ଼କୁ ବଙ୍କାଇଥିବା; ଆବୁଆ — ୧. Conuex.
୨: ଉନ୍ନତପୃଷ୍ଠ; କୁଜା — ୨. Humpbacked; crooked (male).
ବି. —
୧: ପିଠିର କୁଜ —୧. Hump on the back.
୨: ବକ୍ରପୃଷ୍ଠ ଖଡ୍ଗ —୨. Curved sword.