Jump to content

କୁବ୍ଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁବ୍ଜା
ଉଚ୍ଚାରଣ: Kubjā

ସଂ. ବିଣ. ସ୍ତ୍ରୀ. (କୁବ୍ଜ+ସ୍ତ୍ରୀ. ଆ) —

କୁଜୀ — Humpbacked (female)

ବି —

ମଥୁରାର ସ୍ତ୍ରୀବିଶେଷ; କଂସ ରାଜାଙ୍କର ଜଣେ ବେଶକାରିଣୀ ଭୃତ୍ୟା; କୁବୁଜା — A maid servant of king kaṁsa's court whom Kṛushṇa blessed with his love.