କୁବ୍ଜିକା
ଦେଖଣା
କୁବ୍ଜିକା —
ଉଚ୍ଚାରଣ: Kubjikā
ସଂ. ବି. (କୁବ୍ଜ+କ+ସ୍ତ୍ରୀ. ଆ) —
୧: ଅଷ୍ଟମ ବର୍ଷୀୟା କୁମାରୀ; ଗୌରୀକନ୍ୟା — ୧. An unmarried girl eight years of age.
୨: ଦେବୀବିଶେଷ —୨. A Goddess.
କୁବ୍ଜିକା —
ଉଚ୍ଚାରଣ: Kubjikā
ସଂ. ବି. (କୁବ୍ଜ+କ+ସ୍ତ୍ରୀ. ଆ) —
୧: ଅଷ୍ଟମ ବର୍ଷୀୟା କୁମାରୀ; ଗୌରୀକନ୍ୟା — ୧. An unmarried girl eight years of age.
୨: ଦେବୀବିଶେଷ —୨. A Goddess.