କୁମତି
ଦେଖଣା
କୁମତି —
ଉଚ୍ଚାରଣ: Kumati
ସଂ. ବି.—(କର୍ମଧା; କୁ+ମତି) —
ମନ୍ଦ ବୁଦ୍ଧି — A weak or perverted mind.
ବିଣ —
ମନ୍ଦବୁଦ୍ଧିବିଶିଷ୍ଟ ବ୍ୟକ୍ତି — Of weak or perverted intellect.
କୁମତି —
ଉଚ୍ଚାରଣ: Kumati
ସଂ. ବି.—(କର୍ମଧା; କୁ+ମତି) —
ମନ୍ଦ ବୁଦ୍ଧି — A weak or perverted mind.
ବିଣ —
ମନ୍ଦବୁଦ୍ଧିବିଶିଷ୍ଟ ବ୍ୟକ୍ତି — Of weak or perverted intellect.