Jump to content

କୁମନ୍ତ୍ରଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମନ୍ତ୍ରଣା
ଉଚ୍ଚାରଣ: Kumantraṇā

ସଂ. ବି. (କର୍ମଧା; କୁ+ମନ୍ତ୍ରଣା) —

୧: ଷଡୟନ୍ତ୍ର — ୧. Intrigue.

୨: ମନ୍ଦ ଉପଦେଶ —୨. Evil advice.