Jump to content

କୁମନ୍ତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମନ୍ତ୍ରୀ
ଉଚ୍ଚାରଣ: Kumantrī

ସଂ. ବି. (କର୍ମଧା; କୁ+ମନ୍ତ୍ରୀ) —

୧: ଅଯୋଗ୍ୟ ମନ୍ତ୍ରଣାଦାତା — ୧. A bad counsellor.

୨: ମନ୍ଦ ପରାମର୍ଶଦାତା —୨. One's evil genius.

୩: ଷଡୟନ୍ତ୍ରକାରୀ —୩. An intrigner.