Jump to content

କୁମର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମର
ଉଚ୍ଚାରଣ: Kumara
কুমার कुमर

ଦେ. ବି. (ସଂ. କୁମାର) —

୧: ପୁତ୍ର —୧. Son.

୨: ଯୁବରାଜ —୨. The prince; the heir elect to the throne.

୩: କାର୍ତ୍ତିକେୟ —୩. God Kārttikeya.

୪: ବାଳକ —୪. Boy.

ସଫଳ ବରଷ କୁମର, ହସ୍ତେ ଉପାଡି ଗିରିବର ଜଗନ୍ନାଥ. ଭାଗବତ

୫: ହରିତାଳରେ କଇଥ ଅଠା ମିଶାଇ ଗଞ୍ଜପା ସାର ରଙ୍ଗ କରିବାର ହଳଦିଆ ରଙ୍ଗ —A yellow paint prepared by mixing yellow orpiment with the gum of raw wood apple.