Jump to content

କୁମାରକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମାରକ
ଉଚ୍ଚାରଣ: Kumāraka

ସଂ. ବି. (କୁମାର+ସ୍ବାର୍ଥେ. କ) —

୧: କୁମାର; ଶିଶୁପୁତ୍ର — ୧. Child.

୨: ବାଳକ —୨. Boy.

୩: ଆଖିର ପୁଅ —୩. The pupil of the eye.