କୁମାରଭୃତ୍ଯା
ଦେଖଣା
କୁମାରଭୃତ୍ୟା —
ଉଚ୍ଚାରଣ: Kumārabhṛutyā
ସଂ. ବି.—(କୁମାର+ଭୃ ଧାତୁ=ପୋଷଣ କରିବା+ ଭାବ. ୟ+ଆ) —
୧: ଶିଶୁ ବାଳକମାନଙ୍କର ଚର୍ୟ୍ୟା —୧. Care of young boys.
୨: ପ୍ରସୂତୀ ଓ ଗର୍ଭିଣୀମାନଙ୍କର ଚର୍ୟ୍ୟା — ୨. Mid-wifery.
୩: ବାଳଚିକିତ୍ସା —୩. Treatment of infants.