କୁମାରିଲ୍ଲ ଭଟ୍ଟ
ଦେଖଣା
କୁମାରିଲ୍ଲ ଭଟ୍ଟ —
ଉଚ୍ଚାରଣ: Kumārilla bhaṭṭa
ଦେ. ବି. (ନାମ) —
ଜନୈକ ହିନ୍ଦୁ ଧର୍ମ—ସଂସ୍କାରକ — A Hindu religious reformer
[ଦ୍ର—ଦାକ୍ଷିଣାତ୍ୟବାସୀ ଜନୈକ ମୈଥିଳ ବ୍ରାହ୍ମଣ; ଖ୍ରୀଷ୍ଟୀୟ ୭: ମ ଶତାଦ୍ଦୀରେ ଜନ୍ମ ଗ୍ରହଣ କରିଥିଲେ, ବୌଦ୍ଧଧର୍ମ ଦମନ ନିମନ୍ତେ ଏ ସ୍ବୀୟ ପ୍ରତିଭା ବଳରେ ବହୁ ତର୍କ ବିତର୍କ କରି ବୈଦିକ ଧର୍ମର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ ଏହାଙ୍କ ପ୍ରଣୀତ ପୂର୍ବମୀମାଂସାର ଭାଷ୍ୟ ଏବଂ ବେଦତତ୍ତ୍ବସମ୍ବନ୍ଧୀୟ ବ୍ୟାଖ୍ୟା ପ୍ରତିଭାର ପରିଚାୟକ]