Jump to content

କୁମାରୀପୁତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମାରୀପୁତ୍ର
ଉଚ୍ଚାରଣ: Kumārīputra

ସଂ. ବି. (୬: ଷ୍ଠୀ ତତ୍; କୁମାରୀ+ପୁତ୍ର) —

ଅବିବାହିତା କନ୍ୟା ଗର୍ଭଜାତ ପୁତ୍ର — The son of a spinster; son of an unmarried woman.