Jump to content

କୁମାରୀପୂଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମାରୀପୂଜା
ଉଚ୍ଚାରଣ: Kumārīpūjā

ସଂ. ବି. (୬: ଷ୍ଠୀ ତତ୍; କୁମାରୀ+ପୂଜା) —

ଦଶଠାରୁ ବାର ବା ଷୋଳବର୍ଷୀୟା ଅବିବାହିତା ବାଳିକାକୁ ଦୂର୍ଗା କଳ୍ପନା କରି ତାକୁ ପୂଜା କରିବାର ତାନ୍ତ୍ରିକ ବିଧି —A ceremony performed by adoring an unmarried girl aged ୧୦ to ୧୬ as representing Goddess Durgā.