Jump to content

କୁମାର କୋଟିତୀର୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମାର କୋଟିତୀର୍ଥ
ଉଚ୍ଚାରଣ: Kumārakoṭitīrtha

ସଂ. ବି. —

ହିନ୍ଦୁମାନଙ୍କର ତୀର୍ଥବିଶେଷ — Name of a place of Hindu- pilgrimage.

କୁମାର କୋଟି. ତାର୍ଥ ମ୍ନାନ କଲେ କୋଟି, କୂଳ ଉଦ୍ଧରଇ ଜାଣ ସେହି ଜନୁଟି କୃଷ୍ଣସିଂହ. ମହାଭାରତ. ବନ