Jump to content

କୁମୁଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମୁଟି
ଉଚ୍ଚାରଣ: kumuṭi

ଦେ. ବି —

୧: ଉତ୍କଳର ଦକ୍ଷିଣଅଂଶବାସୀ ବ୍ୟବସାୟୀ ବୈଶ୍ୟ ଜାତିବିଶେଷ —୧. A B&aline;i̱iṡya, trading caste in the Southern portion of the Oṟḍ̠iā speaking tracts.

୨: (ସଂ. କର୍ଣ୍ଣକୂଟ) ଶରଦ ହେତୁରୁ କାନମୁଣ୍ଡା ଓ ଗାଲ ଫୁଲିବା ରୋଗବିଶେଷ; କର୍ଣ୍ଣକୋଟ ରୋଗ — ୨. A disease due to cold resulting in the painful swelling and accumulation of pus in the chins around and below the ears.