Jump to content

କୁମୁଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମୁଦ
ଉଚ୍ଚାରଣ: Kumuda

ସଂ. ବି. (କୁ=ପୃଥିବୀ+ମୁଦ୍=ହୃଷ୍ଟ ହେବା+କର୍ତ୍ତୃ. ଅ) —

୧: ଶ୍ବେତକଇଁ — ୧. White water-lily; Nymppea Lotus).

୨: ନାଲିକଇଁ —୨. The red water-lily.

୩: ରକ୍ତ ପଦ୍ମ —୩. Red lotus.

୪: ରୌପ୍ୟ —୪. Silver.

୫: ନୈର୍ଚାତ କୋଣର ହସ୍ତୀ — ୫. The Elephant guarding the south east.

୬: ବାନରବିଶେଷ (ରାମାୟଣ ବର୍ଣ୍ଣିତ ବାନର ୟୂଥପତି) — ୬. A species of apes.

ବିକାଶେ କୁମୁଦ ରାମଚନ୍ଦ୍ର ସହଜରେ—ଭଞ୍ଜ. ବୈଦହୀଶବିଳାସ

୭: ସର୍ପବିଶେଷ —୭. A kind of serpent.

୮: ନାଗବିଶେଷ — ୮. Name of a mythological Nāga.

[ଦ୍ର—ଏହାଙ୍କର ଭଗ୍ନୀ କୁମୁଦବତୀଙ୍କୁ ରାମଚନ୍ଦ୍ରଙ୍କ ପୁଅ କୁଶ ବିବାହ କରିଥିଲେ]

୯: ଗରୁଡ଼ ପୁତ୍ର —୯. The son of Garuṟḍ̠a.

୧: କାର୍ତ୍ତିକମାସ —୧୦. The month of Kārttika.

୧୧: କର୍ପୁର —୧୧. Camphor.

୧୨: ଶୁକ୍ଳପକ୍ଷ — ୧୨. The bright fort-night of month.

ଦେ. ବି —

୧: ଆନନ୍ଦ —୧. Delight.

ବିରତେ ଭଙ୍ଗ କୁମୁଦ—ଭ଼ଞ୍ଜ. ବୈଦହୀଶବିଳାସ

୨: ବୃଥା ଆନନ୍ଦ —୨. Vain delight.

ବିଲୋକ ହାସ ପ୍ରକାଶି କୁମୁଦ. କୁମୁଦ—ଭଞ୍ଜ. ବୈଦହୀଶବିଳାସ