ଶବ୍ଦାର୍ଥ:
କୁମୁଦବାନ୍ଧବ — ଉଚ୍ଚାରଣ: Kumudabāndhaba
ସଂ. ବି. (୬: ଷ୍ଠୀ ତତ୍)—(ରାତ୍ରରେ କୁମୁଦ ଫୁଟେ ବୋଲି) —
ଚନ୍ଦ୍ର —The moon.