କୁମୁଦ୍
ଦେଖଣା
କୁମୁଦ୍ —
ଉଚ୍ଚାରଣ: kumud
ସଂ. ବିଣ. (କୁ+ମୃଦ୍ ଧାତୁ+କର୍ତ୍ତୃ. କ୍ବିପ୍) —
୧: ନିର୍ଦ୍ଦୟ — ୧. unkind.
୨: ପ୍ରତିକୂଳ —Unfriendly.
୩: ଲୋଭୀ —୩. Avaricious.
ସଂ. ବି —
୧: କୁମୁଦ; କଇଁ —୧. White water-lily.
୨: ରକ୍ତ ପଦ୍ମ —୨. Red lotus.
୩: ନାଲି କଇଁ; କୈରବ — ୩. Red water-lily.
ଦେ. ଦବି. ଓ ବିଣ —
କୁମଦ୍ (ଦେଖ) Kumad (See)
ପ୍ରାଦେ. (ସମ୍ବଲପୁର) ବିଣ —
କୁମେଦ୍ (ଦେଖ) Kumed (See)