କୁମୁଦ୍ବତୀ
ଦେଖଣା
କୁମୁଦ୍ବତୀ —
ଉଚ୍ଚାରଣ: Kumudbatī
ସଂ. ବି. ସ୍ତ୍ରୀ. (କୁମୁଦ୍+ସମୂହାର୍ଥେ. ବତ୍+ସ୍ତ୍ରୀ. ଈ) —
୧: କୁମୁଦସମୂହ —୧. A collection of lotuses.
୨: କୁମୁଦଲତା —୨. The lotus plant.
୩: କୁମୁଦ ବନ — ୩. An assemblage of water-lilies.
୪: କୁମୁଦ ନାଗର ଭଗ୍ନୀ ଓ କୁଶର ସ୍ତ୍ରୀ — ୪. Name of a wife of king Kuṡa.