କୁମେଦାନି
ଦେଖଣା
କୁମେଦାନି —
ଉଚ୍ଚାରଣ: Kumedāni
ଦେ. ବି —
ରାଜକର୍ମଚାରୀବିଶେଷ — A class of servants serving kings.
ଅଛନ୍ତି କୁମେଦାନି ସରଦାରହିଁ ସମସ୍ତେ ସୁବେଦାର ଅଛନ୍ତି ତହିଁ ବ୍ରଜନାଥ. ସମରତରଙ୍ଗ