କୁମେଦ୍
ଦେଖଣା
କୁମେଦ୍ —
ଉଚ୍ଚାରଣ: Kumed
কুমেদ্
कुम्मैत; कुम्मैद
ବୈଦେ. ବିଣ (ତୁର୍କି. କୁମ୍ମୈତ୍) —
ଲାଖ ପରି ନାଲି ବର୍ଣ୍ଣଯୁକ୍ତ (ଘୋଡ଼ା) — (horse) Of red colour like lac.
[ଦ୍ର—ଏ ବର୍ଣ୍ଣର ଘୋଡ଼ା ଖୁବ ପରିଶ୍ରମୀ ଓ ଶୀଘ୍ରଗାମୀ ହୁଅନ୍ତି]
କୁମେଦ୍ —
ଉଚ୍ଚାରଣ: Kumed
কুমেদ্
कुम्मैत; कुम्मैद
ବୈଦେ. ବିଣ (ତୁର୍କି. କୁମ୍ମୈତ୍) —
ଲାଖ ପରି ନାଲି ବର୍ଣ୍ଣଯୁକ୍ତ (ଘୋଡ଼ା) — (horse) Of red colour like lac.
[ଦ୍ର—ଏ ବର୍ଣ୍ଣର ଘୋଡ଼ା ଖୁବ ପରିଶ୍ରମୀ ଓ ଶୀଘ୍ରଗାମୀ ହୁଅନ୍ତି]