Jump to content

କୁମ୍ପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ପ
ଉଚ୍ଚାରଣ: Kumpa
(କୁମ୍ପା—ସ୍ତ୍ରୀ) কূণী, কুশপেয়

ସଂ. ବି. ପୁଂ. (କୁନପ୍=ଆଚ୍ଛାଦନ କରିବା+କର୍ତ୍ତୃ. ଅ) —

୧: ବକ୍ର ହସ୍ତ; କେମ୍ପା — ୧. Having curved hands; with lame and bulging hands; with hands bent inwards at the elbow.

୨: ବକ୍ର ପଦ —୨. Lame (in leg); having feet bent inwards at the knee.