Jump to content

କୁମ୍ପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ପା
ଉଚ୍ଚାରଣ: Kumpā
कुप्पा

ଦେ. ବି. (ସଂ. କୂପ; କୂପୀ) —

ତରଳ ପଦାର୍ଥ ରଖିବା ନିମନ୍ତେ ସରୁମୁହାଁ ପାତ୍ରବିଶେଷ — A large oil-bittle of leather.

[ଦ୍ର—ଛୋଟ କୁମ୍ପାକୁ କୁମ୍ପିବୋଲାଯାଏ]