Jump to content

କୁମ୍ପୁନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ପୁନି
ଉଚ୍ଚାରଣ: Kumpuni

ଗ୍ରାମ୍ୟ. ବି. (ଇଂ. କମ୍ପାନି) —

କମ୍ପାନି (ଦେଖ) kampāni (See)

କଟକରୁ ନିଜେ କମ୍ପୁନି ପଟାଲମ ଘେନି ଆସିବ ପକୀରମୋହନ. ଛମାଣଆଠଗୁଣ୍ଠ