କୁମ୍ବା
ଦେଖଣା
କୁମ୍ବା —
ଉଚ୍ଚାରଣ: Kumbā
ସଂ. ବି —
୧: ୟଜ୍ଞ ସ୍ଥାନରେ ଅସ୍ପୃଶ୍ୟ ବ୍ୟକ୍ତିମାନଙ୍କ ଦର୍ଶନ ବାରଣାର୍ଥ ଯେଉଁ ନିବିଡ଼ ବେଷ୍ଟନୀ ବା ବାଡ଼ ଦିଆ— ଯାଇ ଥାଏ (ଅନ୍ୟ ନାମ ସୁଗହନା; ସୁଗହନା ବୃତି) — ୧. A thick fence put round a sacrificial alter to keep it concealed from the view of the untouchables.
୨: ବହଳିଆ କାଞ୍ଚିଲା —୨. A thick petti-coat.