କୁମ୍ଭକାମୋଦୀ
ଦେଖଣା
କୁମ୍ଭକାମୋଦୀ —
ଉଚ୍ଚାରଣ: Kumbhakāmodī
ଦେ. ବି —
ରାଗବିଶେଷ —A kind of meter.
[ଦ୍ର—ଏହା ରାଗର ଉଦାହରଣଃ —
ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର ବୃକ୍ଷ ପାଟଳିରୁ ଫୁଲ ଝାଡ଼ି ଉ଼ଡ଼ି ୟାଉଛି କି କୀର ଭଞ୍ଜ. ବୈଦେହୀଶବିଳାସ]
କୁମ୍ଭକାମୋଦୀ —
ଉଚ୍ଚାରଣ: Kumbhakāmodī
ଦେ. ବି —
ରାଗବିଶେଷ —A kind of meter.
[ଦ୍ର—ଏହା ରାଗର ଉଦାହରଣଃ —
ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର ବୃକ୍ଷ ପାଟଳିରୁ ଫୁଲ ଝାଡ଼ି ଉ଼ଡ଼ି ୟାଉଛି କି କୀର ଭଞ୍ଜ. ବୈଦେହୀଶବିଳାସ]