ଶବ୍ଦାର୍ଥ:
କୁମ୍ଭକାରୀ — ଉଚ୍ଚାରଣ: Kumbhakārī
ସଂ. ବି. ସ୍ତ୍ରୀ. (କୁମ୍ଭକାର+ସ୍ତ୍ରୀ. ଈ) —
କୁମ୍ଭକାରିକା (ଦେଖ) Kumbhakārikā (See)