Jump to content

କୁମ୍ଭକାର କୀଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭକାର କୀଟ
ଉଚ୍ଚାରଣ: Kumbhakaāra kīṭa

ସଂ. ବି —

ମାଟିରେ ବସା ବନ୍ଧି ରହିଥିବା ଏକପ୍ରକାର ଭ୍ରମର (ଏହାର ବସା କୁମ୍ଭ—ଆକାରର— କୁମ୍ଭାରକୀଟ (ଦେଖ) A kind of wasp; clay wasp.

କୃପାନିଧି ୟାହାଠାରେ କୃପା କରେ କୁମ୍ଭକାର କୀଟ ପ୍ରାଯେ ମାରି ତାରେ ଦୀନକୃଷ୍ଣ. ରସକଲ୍ଲୋଳ