Jump to content

କୁମ୍ଭଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭଜ
ଉଚ୍ଚାରଣ: Kumbhaja

ସଂ. ବି. (ନାମ) (କୁମ୍ଭ+ଜନ୍ ଧାତୁ + କର୍ତ୍ତୃ. ଅ) —

୧: (କୁମ୍ଭରୁ ଜାତ) ଅଗସ୍ତ୍ୟ; ଅଗସ୍ତି ମୁନି — ୧. The sage Agasti (born of a water-jar).

[ଦ୍ର— ଉର୍ବଶୀଙ୍କୁ ଦେଖି କାମମୋହିତ ମିତ୍ରାବରୁଣଙ୍କ ବୀର୍ୟ୍ୟ ଗୋଟିଏ କୁମ୍ଭରେ ପତିତ ହୋଇଥିଲା ସେଥିରୁ ଅଗସ୍ତ୍ୟଋଷି ଜାତ ହୋଇଥିଲା]

୨: ବିଶିଷ୍ଠ —୨. The sage Baṡishaṭha.

୩: କୌରବ ଓ ପାଣ୍ତବଙ୍କ ଅସ୍ତ୍ରଗୁରୁ ଦ୍ରୋଣାଚାର୍ୟ୍ୟ — ୩. The precepoter Droṇa.