କୁମ୍ଭମେଳା
ଦେଖଣା
କୁମ୍ଭମେଳା —
ଉଚ୍ଚାରଣ: Kumbhameḻā
ଦେ. ବି. —
ବାର ବର୍ଷରେ ଫାଲଗୁନ ମାସରେ ପ୍ରୟାଗ ଓ ହରିଦ୍ବାରରେ ହିନ୍ଦୁମାନଙ୍କର ଯେଉଁ ଗଙ୍ଗାସ୍ନାନ ମେଳା ହୁଏ —A bath which is taken by the Hindus in the Ganges at Prayāg (Allahabad) and Hardwar in the month of Falguna once in ୧୨ years.
[ଦ୍ର—ଏ ସମୟରେ ଚାନ୍ଦ୍ରମାନ ମାଘମାସ ପୂରି ନ ଥାଏ ଓ ସୌର ମାନ କୁମ୍ଭମାସ ପଡ଼ିଥାଏ; ଏହା ତ୍ରିବେଣିସଙ୍ଗମରେ ସ୍ନାନଯୋ]