Jump to content

କୁମ୍ଭସୁତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭସୁତ
ଉଚ୍ଚାରଣ: Kumbhasuta

ସଂ. ବି —

ଅଗସ୍ତ୍ୟ; ଅଗସ୍ତିମୂନି — The sage agasti.

ବାରିଧି କୁମ୍ଭ ନୀର ଗ୍ରାସେ କୁମ୍ଭ ସୂତାର ସମ୍ଭବ ନୂହଇ ଆଳୟ ଭଞ୍ଜ. ବୈଦେହୀଶବିଳାସ