କୁମ୍ଭା
ଦେଖଣା
କୁମ୍ଭା —
ଉଚ୍ଚାରଣ: Kumbhā
ସଂ. ବି. ସ୍ତ୍ରୀ. —
(କୁମ୍ଭ+ସ୍ତ୍ରୀ. ଅ) — Harlot; whore.
ଦେ. ବି —
୧: ଅପରିପକ୍ବ ନାରିକେଳ; ପଇଡ଼ର ପୂର୍ବାବସ୍ଥାର ନଡ଼ିଆ —୧. A raw cocoanut before it is drinkable.
୨: କୁମ୍ଭାବାଡ଼ି (ଦେଖ) ୨. Kumbhabāṟḍ̠i (See)
ପ୍ରାଦେ. (ଗଡଜାତ) ବି —
ଏକ ପ୍ରକାର ନାଲିଆ ପକ୍ଷୀ — A kind of red bird.
[ଦ୍ର— ଏମାନେ ରାତିରେ ବୋବାନ୍ତି]