କୁମ୍ଭାଟୂଆ
ଦେଖଣା
କୁମ୍ଭାଟୂଆ —
ଉଚ୍ଚାରଣ: Kumbhāṭuā
পাতকোয়া
ଦେ. ବି —
୧: ଲାଲ ରଙ୍ଗର କାକ ଓ କୋକିଳ ଜାତୀୟ ପକ୍ଷୀବିଶେଷ (ଦେହୟାକ ନାଲି, ମୁଣ୍ତ କଳା ଲମ୍ଭ ପ୍ରାୟ ଏକ ହାତ; ଗଛରେ ରହି ବୁଦା ମୂଳେ ବୁଲି ପୋକ ଜୋକ ଖାଏ) — ୧. A kind of bird (making a repeated cooing sound) of red and black colour; the red-winged black bird; Agelaius phoeniceus.
ତାଳ ବାହୁଙ୍ଗରେ ଲୁଚି କୁମ୍ଭାଥିଲା ଭାବୁଥିଲା ହୁଭଁ ହୁଭଁ ନନ୍ଦକିଶୋର. ନିର୍ଝରିଣୀ
কমমলতা
୨: (ସଂ. କୁମାରୀ)—ଏକପ୍ରକାର କଣ୍ଟକଯୁକ୍ତ ବନ୍ୟ ଲତା, (ପତ୍ର ଏକତ୍ତୋର ଓ ୩\୪: ଶିରାବିଶିଷ୍ଟ; ଫୁଲ ଛୋଟ କାର୍ତ୍ତିକବ୍ରତ ପାଳିବା ବ୍ୟକ୍ତିମାନେ ଏହି ଲତାର ଦାନ୍ତକାଠିରେ ଦାନ୍ତ ଘଷନ୍ତି) —୧. A wild throny creeper; smilax Macrophylla; (its stem is used as tooth-brush by persons observing 'Habiswa' in the month of 'Kārttika'.)